ଗୁଜରାଟ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

ରାଜ‌କୋଟ : ଗୁଜରାଟର ରାଜ‌କୋଟ‌ ଜିଲ୍ଲାର ଏକ କୋଭିଡ୍‌-୧୯ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୫ ରୋଗୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ରାଜ‌କୋଟ‌ର ଉଦୟ ଶିବାନନ୍ଦ ହସ୍ପିଟାଲ୍‌ ଆଇସିୟୁରେ ଗତ ରାତି ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ତତ୍‌କ୍ଷଣାତ ଚାରି ଆଡ଼କୁ ବ୍ୟାପି ଯାଇଥିଲା। ଆଇସିୟୁ ମଧ୍ୟରେ ହିଁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଆହତ ସ୍ଥାନାନ୍ତର ସମୟରେ ଆଖି … Continue reading ଗୁଜରାଟ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ